Sadhguru Quotes Odia (ସଦ୍‌ଗୁରୁ ଓଡ଼ିଆ କୋଟ୍‎ସ)
banner
sadhguruodia.bsky.social
Sadhguru Quotes Odia (ସଦ୍‌ଗୁରୁ ଓଡ଼ିଆ କୋଟ୍‎ସ)
@sadhguruodia.bsky.social
ସଦ୍‌ଗୁରୁ, ଆମ ସମୟର ଜଣେ ଯୋଗୀ, ଦିବ୍ୟଦର୍ଶୀ , ଯୁଗଦ୍ରଷ୍ଟା ଏବଂ ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଅଟନ୍ତି ।

Yogi, Mystic, Visionary and Founder @IshaFoundation

#SaveSoil #ConciousPlanet | #MiracleOfMind
Your opinions are a wall – not just for others, but also for yourself. A closed mind means closed possibilities. #SadhguruQuotes
August 29, 2025 at 7:31 AM
As a Human Being, do not think about where life will take you. Think about where You want to take it. #SadhguruQuotes

ଜଣେ ମନୁଷ୍ୟ ଭାବରେ, ଜୀବନ ଆପଣଙ୍କୁ କେଉଁଠିକି ନେଇଯିବ ସେକଥା ଭାବନ୍ତୁନି । ଆପଣ ତାକୁ କେଉଁଠିକି ନେଇଯିବାକୁ ଚାହାଁନ୍ତି ସେକଥା ଭାବନ୍ତୁ ।

#SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 28, 2025 at 7:12 AM
ଗଣେଶ ବା ଗଣପତି, କେବଳ ଅସାଧାରଣ ରୂପେ ବୁଦ୍ଧିମାନ ନୁହନ୍ତି - ସେ ବିଘ୍ନ ହର୍ତ୍ତା । ସର୍ବୋପରି, ଆପଣ ସୁନିଶ୍ଚିତ କରନ୍ତୁ ଯେ ନିଜ ଜୀବନରେ ଆପଣ ନିଜେହିଁ ବିଘ୍ନ ନ ବନନ୍ତୁ ।

Ganesh, or Ganapati, is not only a brilliant head – he is the Remover of Obstacles. Above all, make sure You are not the obstacle in your life. #SadhguruQuotes #GaneshaChaturthi
August 27, 2025 at 8:35 AM
ଦୁଇ ପ୍ରକାର ଲୋକ ଅଛନ୍ତି: କିଛି ଲୋକ ଜିନିଷ ଗୁଡ଼ିକୁ କାର୍ଯ୍ୟକାରୀ କରନ୍ତି, ଆଉ କିଛି ଲୋକ ତାହା ଭଲରେ କାର୍ଯ୍ୟକାରୀ ହେଲେ ମଜା ନିଅନ୍ତି ଓ ଭଲ ନହେଲେ ଅଭିଯୋଗ କରନ୍ତି ।

There are two kinds of people: those who make things happen, and those who enjoy it when it happens well, and complain when it does not. #SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 26, 2025 at 7:57 AM
ବୁଦ୍ଧିର ତୀକ୍ଷ୍ମତା ଅନ୍ୟ କାହାକୁ ମାତ୍ ଦେବା ବିଷୟରେ ନୁହେଁ । ଏହା ଜୀବନ ଯେମିତି ତାକୁ ସେମିତି ଦେଖିବା ବିଷୟରେ ।

Sharpness of the intellect is not about outsmarting someone else. It means seeing life just the way it is. #SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 25, 2025 at 10:14 AM
ନିଜର ପୂର୍ଣ୍ଣ କ୍ଷମତା ହାସଲ କରିନେବା ଭଳି କିଛି ନ ଥାଏ । ଜଣେ ମନୁଷ୍ୟ ଭାବରେ, ଆପଣ ଏକ ଅସୀମ ସମ୍ଭାବନା ଅଟନ୍ତି ।

There is no such thing as having achieved your fullest potential. As a Human Being, you are a Limitless Possibility. #SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 24, 2025 at 8:12 AM
ଯେତେବେଳେ ଆପଣ ଜିନିଷ ଗୁଡ଼ିକୁ ଅଭ୍ୟାସଗତ ଭାବେ
କରନ୍ତି, ତାହା ସହଜ ଲାଗେ । କିନ୍ତୁ ସଚେତନ କ୍ରିୟା ବିନା, କୌଣସି ବିକାଶ ହୁଏ ନାହିଁ ।

When you do things habitually, it seems easier. But without Conscious Action, there is no Growth. #SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡଆ
August 23, 2025 at 6:59 AM
ଆପଣଙ୍କ ବିଚାର ଓ ଆବେଗ ଆପଣଙ୍କ ଦ୍ଵାରା ନିର୍ମିତ। ସେଗୁଡିକ ସହିତ ଆପଣଙ୍କ ଆସକ୍ତି ଓ ସେଥିରେ ଛନ୍ଦିହେବା ମଧ୍ଯ ଆପଣଙ୍କ ଦ୍ଵାରା ନିର୍ମିତ ।

Your thoughts and emotions are your creation. Your attachment and entanglement with them are also your creation.

#SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 22, 2025 at 7:48 AM
ଯଦି ସମସ୍ତେ ଆପଣଙ୍କ ପ୍ରେମରେ ପଡିଯାଆନ୍ତୁ ବୋଲି ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ସେ ସମସ୍ତଙ୍କ ପ୍ରେମରେ ପଡ଼ିବାକୁ ହେବ ।

If you want everyone to fall in Love with you, you must first fall in Love with all of them.

#SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 21, 2025 at 6:34 AM
ଯଦି ପ୍ରତିଦିନ ଆପଣ ଗୋଟିଏ ସୀମିତତାକୁ ଅତିକ୍ରମ କରିବେ, ତେବେ ଆପଣଙ୍କର ଯେତେ ବି ସୀମିତତା ଥାଉନା କାହିଁକି, ଦିନେ ନା ଦିନେ ଆପଣ ମୁକ୍ତ ହୋଇଯିବେ ।

If every day you break one limitation, then no matter how many you have, one day you will be Liberated.

#SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 20, 2025 at 3:39 AM
କର୍ମ ହେଉଛି ଉତ୍ତରଦାୟିତ୍ୱର ଭାର ସ୍ୱର୍ଗଠାରୁ ହଟାଇ ନିଜ ହାତକୁ ନେବା ବିଷୟରେ । ଏହିପରି ଆପଣ ସ୍ୱୟଂ ନିଜ ଭାଗ୍ୟର ନିର୍ମାତା ହୋଇଯାଆନ୍ତି।

Karma is about shifting Responsibility from heaven to yourself. This is how you become the very Maker of your own Destiny.

#SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 19, 2025 at 9:41 AM
ଜୀବନରେ ସମାପ୍ତିର ରେଖାକୁ ଖୋଜନ୍ତୁ ନାହିଁ । ଜୀବନ-ଯାତ୍ରା ସ୍ୱୟଂ ନିଜେ ହିଁ ଗନ୍ତବ୍ୟସ୍ଥଳ ଅଟେ ।

Do not look for the finish line. With Life, the Journey itself is the Destination.

#SadhguruQuotes #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ
August 17, 2025 at 6:41 AM